Browsing Tag

make in odisha preparation

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌, ପ୍ରସ୍ତୁତି କାର୍ଯ୍ଯ ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ…

ଭୁବନେଶ୍ବର(କେନ୍ଯୁଜ୍) : ମଝିରେ ଆଉ ଦୁଇ ଦିନ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଦେଶର ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ୨୮ ଦେଶର ରାଷ୍ଟ୍ରଦୂତ ଓ ୫୦ ବିଦେଶୀ କଂପାନୀ ଭାଗ ନେବେ । ଏକ୍ସପୋରେ ପ୍ରଦର୍ଶିତ ହେବ ଶିଳ୍ପ ପାଇଁ ଓଡ଼ିଶା କିଭଳି ଓ କେତେ ଅନୁକୂଳ ।…