Browsing Tag

malhaar song

ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ରଣବୀର ସିଂହଙ୍କ ମଲହାରୀ ଗୀତରେ ଚିତାକର୍ଷକ ଡ୍ୟାନ୍ସ କଲେ ଶିକ୍ଷୟିତ୍ରୀ, ଦେଖନ୍ତୁ…

ପିଲାବେଳ କଥା ମନେ ପଡିଲେ ପ୍ରଥମେ ସ୍କୁଲର ସାଙ୍ଗସାଥି, ଖେଳକୁଦ,ମଜାମସ୍ତି କଥା ଆଖି ଆଗରେ ନାଚିଯାଏ। ଖାସ କରି ଶିଶୁଦିବସ କଥା ତ ପୂରା ନିଆରା। ଏହି ଦିନ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ସ୍ୱତନ୍ତ୍ର କରିଥାନ୍ତି। ଗତ ଶିଶୁଦିବସରେ ମଧ୍ୟ ସେଭଳି କିଛି…