Browsing Tag

malkanagiri police taken strict action

ମାଲକାନାଗିରି: ମାଡମାରି ନୁହେଁ ଦଣ୍ଡ ବୈଠକ କରାଇ ଅମାନିଆଙ୍କୁ ସାବାଡ଼ କଲା ପୋଲିସ

ଅମାନିଆଙ୍କୁ ସାବାଡ୍‌ । ମାଡ ମାରି ନୁହେଁ ଦଣ୍ଡ ବୈଠକ କରାଇ। ଏପରି ଅଭିନବ ଉପାୟରେ ଦଣ୍ଡ ଦେଉଛି ମାଲକାନଗିରି ପୋଲିସ। ଲକ୍‌ ଡାଉନ୍‌ ସମୟରେ ଯେଉଁମାନେ ରାସ୍ତାରେ ବିନା କାରଣରେ ଯାତାୟତ କରୁଛନ୍ତି ସେମାନଙ୍କୁ ରାସ୍ତାରେ ଦଣ୍ଡ ମାରିବାକୁ କୁହାଯାଉଛି। ଏହାପରେ ସେମାନଙ୍କ ହାତ ସାନିଟାଇଜରରେ…