Browsing Tag

malkangiri hospital

ମାଲକାନଗିରିରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା, ପ୍ରତି ମାସ ଆସିବେ ଚାରି ସୁପର ସ୍ପେସିଆଲିଷ୍ଟ

ମାଲକାନଗିରି (କେନ୍ୟୁଜ୍‌) : ଏଣିକି ମାଲକାନଗିରିରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା। ପ୍ରତି ମାସରେ ଚାରି ଜଣ ସୁପର ସ୍ପେସିଆଲିଷ୍ଟମାନେ ଏଠାକୁ ଆସିବେ ହେଲିକେପ୍ଟର ଯୋଗେ । ଏହି ସୁପର ସ୍ପେସିଆଲିଷ୍ଟମାନେ ମାଲକାନଗିରି ମେଡିକାଲକୁ ଆସି ଅସ୍ତ୍ରୋପଚାର କରିବେ। ବିଶେଷକରି…