Below header

ମାଲକାନଗିରିରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା, ପ୍ରତି ମାସ ଆସିବେ ଚାରି ସୁପର ସ୍ପେସିଆଲିଷ୍ଟ

ମାଲକାନଗିରି (କେନ୍ୟୁଜ୍‌) : ଏଣିକି ମାଲକାନଗିରିରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା। ପ୍ରତି ମାସରେ ଚାରି ଜଣ ସୁପର ସ୍ପେସିଆଲିଷ୍ଟମାନେ ଏଠାକୁ ଆସିବେ ହେଲିକେପ୍ଟର ଯୋଗେ । ଏହି ସୁପର ସ୍ପେସିଆଲିଷ୍ଟମାନେ ମାଲକାନଗିରି ମେଡିକାଲକୁ ଆସି ଅସ୍ତ୍ରୋପଚାର କରିବେ।

ବିଶେଷକରି କିଡନି,ୟୁରୋଲୋଜି,କାର୍ଡିଅଲୋଜି ଭଳି ଗୁରୁତର ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୪ ଜଣିଆ ପ୍ରତିନିଧି ଦଳ ମାଲକାନଗିରି ମେଡିକାଲ ପରିଦର୍ଶନରେ ଆସି ଅନୁଧ୍ୟାନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.