ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ, ବୃଦ୍ଧ ମୃତ
କାମାକ୍ଷାନଗର: ସାଇକେଲ ଧରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ, ବୃଦ୍ଧ ମୃତ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ -ଜିରାଳ ପୂର୍ତ୍ତବିଭାଗ ରାସ୍ତାର କଙ୍ଗେଇଲ ଛକ ନିକଟରେ ଦୁର୍ଘଟଣା । ରାସ୍ତା କଡ଼ରେ ସାଇକେଲ ଧରି ଛିଡା ହୋଇଥିବା ବୃଦ୍ଧଙ୍କୁ ବାଇକ…