Browsing Tag

man fell down

ଦେଖନ୍ତୁ ଏହି ଲୋମ ଟାଙ୍କୁରା ଦୃଶ୍ୟ , ୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ

ସଡ଼କ ଦୁର୍ଘଟଣାର ଅନେକ ଭୟାନକ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଭିଡିଓ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଯିବ । ଏହି ଭିଡିଓରେ ଆପଣ ଦେଖିବେ ଯେ ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ ମଧ୍ୟରେ ଟ୍ରକ୍ ତଳେ ଚାପି ହେଉ ହେଉ ବଞ୍ଚିଯାଇଛନ୍ତି…