Below header
Browsing Tag

Man jumping from running train

ମୋବାଇଲ ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ, ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଲେ

ବାଲେଶ୍ୱର(କେନ୍ଯୁଜ୍) : ମୋବାଇଲ ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ । ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଲେ । ଫଳରେ ନିଶ୍ଚିତ ମୃତ୍ୟୁରୁ ବଞ୍ଚି ଯାଇଛନ୍ତି । ଘଟଣା ଘଟିଛି ବାଲେଶ୍ୱରରେ । ବସ୍ତା ଥାନା ଅମର୍ଦ୍ଦାର ବୋଧିମୁହାଁ ଗାଁର ରଞ୍ଜନ ବିନ୍ଧାଣୀ ଟ୍ରେନ୍‌ରେ ବାଲେଶ୍ୱର ଯାଉଥିଲେ । ସେ ବଗି…