Browsing Tag

man ki bat

“ମନ କି ବାତ” କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କରୋନା ବିରୋଧରେ ଏକ ହୋଇ ଲଢୁଛି ସାରା ଦେଶ । କରୋନାକୁ ହରାଇବା ପାଇଁ ଲଢୁଛନ୍ତି ଜନତା । ଲୋକଙ୍କ ସହ ମିଶି ଶାସନ-ପ୍ରଶାସନ ମଧ୍ୟ ଲଢୁଛନ୍ତି । ବର୍ତ୍ତମାନ ପୂରା ଦେଶ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ…