‘ଯୋଦ୍ଧା ଆକବର’ ଫେମ୍ ମନୀଷା ଯାଦବଙ୍କ ପରଲୋକ, ଦୁଃଖରେ ଟେଲିଜଗତ
ହିନ୍ଦୀ ଧାରାବାହିକ ‘ଯୋଦ୍ଧା ଆକବର’ରେ ସଲୀମା ବେଗମ୍ ଭୂମିକାରେ ଲୋକପ୍ରିୟତା ସାଉଁଟି ଥିବା ବଲିଉଡ୍ ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଛି। ଖବର ସାମ୍ନାକୁ ଆସିବା ପରେ ଅନେକ ଟେଲି କଳାକାର ସୋସିଆଲ୍ ମିଡିଆରେ ମନୀଷାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ଅଭିନେତ୍ରୀଙ୍କୁ ମୃତ୍ୟୁର…