Below header
Browsing Tag

manmath routray

ନାମାଙ୍କନ ଭରିଲେ ଭୁବନେଶ୍ୱର ବିଜେଡ଼ି- ବିଜେପି ଲୋକସଭା ପ୍ରାର୍ଥୀ ମନ୍ମଥ ଓ ଅପରାଜିତା

ଭୁବନେଶ୍ୱର (କେନ୍ୟୁଜ): ଶଗଡ଼ରେ ଆସି ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ବାହାରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ଭୁବନେଶ୍ବର ବିଜେଡି ଲୋକସଭା ଆସନ…

ବିଜେଡି ଟିକେଟ ପାଇବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମନ୍ମଥ ରାଉତରାୟ ଓ ପ୍ରଣବ ପ୍ରକାଶ ଦାସ

(କେନ୍ୟୁଜ): ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବାହାରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ମନ୍ମଥ ରାଉତରାୟ। ଆଜି ସକାଳୁ ପ୍ରଣବ ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଶିଷ ଲାଭ କରିଛନ୍ତି । ପୁରୀ…

ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଭବନରେ ସୁରଙ୍କ ସାନ ପୁଅ। ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ…

କାଲି ଶଙ୍ଖ ଫୁଙ୍କିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ, ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ

ଭୁବନେଶ୍ୱର: କାଲି ଶଙ୍ଖ ଫୁଙ୍କିବେ ସୁରଙ୍କ ସାନ ପୁଅ । ବିଜେଡିରେ ମିଶିବେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବେ । ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ…

କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ କଂଗ୍ରେସରୁ ସସପେଣ୍ଡ । ତାଙ୍କୁ ନିଲମ୍ବନ କରିଛି କଂଗ୍ରେସ ଶୃଙ୍ଖଳା କମିଟି । କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସରୁ ନଲଢ଼ିବା ନେଇ ମନ୍ତବ୍ୟ ଦେଇଥିଲେ…