Below header
Browsing Tag

manoj mishra

ପ୍ରଯୋଜକ ସଂଘର ବ୍ୟାନ ପରେ ମୁହଁ ଖୋଲିଲେ ଅଭିନେତା ମନୋଜ ମିଶ୍ର

କେନ୍ୟୁଜ୍(ବ୍ୟୁରୋ): ପ୍ରଯୋଜକ ସଂଘର ବ୍ୟାନ ପରେ ମୁହଁ ଖୋଲିଲେ ଅଭିନେତା ମନୋଜ ମିଶ୍ର। ବ୍ୟାନ କରାଯାଇଥିବା ନେଇ ତାଙ୍କୁ କୌଣସି ଚିଠି ମିଳିନଥିବା ବଲାଙ୍ଗିରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନୋଜ। ସଞ୍ଜୟ ନାୟକଙ୍କୁ ସେ ବ୍ୟାନ କରୁଥିବା କହିଛନ୍ତି। ଆଗକୁ ସଞ୍ଜୟଙ୍କ କୌଣସି ସିନେମାରେ…

ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ଵଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର(କେନ୍ୟୁଜ୍): ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି । ପଶ୍ଚିମ ଓଡିଶାର କଳାକାର ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ଵଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏବେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଆ ଫିଲ୍ମ ଜଗତରୁ ବାସନ୍ଦ କରିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି ।…

ଓଲିଉଡ୍‌ ଷ୍ଟାରଙ୍କ ତୁ ତୁ ମେଁ ମେଁ, ପଦାରେ ପଡିଲା ଅଭିନେତା କଳି

ଏଥର ଦଶହରାରେ ଏକାଧିକ ଓଡିଆ ଫିଲ୍ମ ରିଲିଜ ହୋଇଛି । ଦୂର୍ଗା ପୂଜାରେ ଅଭିନେତା ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତିଙ୍କ ଫିଲ୍ମ ରାମ ପରଦା ଉପରକୁ ଆସିଛି । ସେହିପରି ଦଶହରା ରିଲିଜରେ ପ୍ରେକ୍ଷାଳୟକୁ ଆସିଛି ବାବୁସାନ୍ ଓ ଅମ୍ଳାନ ଅଭିନୀତ ମାଲ୍ୟଗିରି । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ କଟକ,…

‘ରାମ’ ରିଲିଜକୁ ନେଇ ବଢୁଛି ବିବାଦ, ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ

(କେନ୍ୟୁଜ): ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର…