Below header
Browsing Tag

mao leader

ବିଜେଡି ନେତା ହତ୍ୟା ମାମାଲାରେ ମାଓ ନେତା ସବ୍ଯସାଚୀ ନିର୍ଦୋଷ, ଏଡିଜେ କୋର୍ଟଙ୍କ ରାୟ ପ୍ରକାଶ

ଗୁଣୁପୁର(କେନ୍ୟୁଜ୍): ବହୁ ଚର୍ଚ୍ଚିତ ବିଜେଡି ନେତା ଯଯାତି ସାହୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।ଗୁଣପୁର ଏଡିଜେ କୋର୍ଟ ମାଓନେତା ସବ୍ଯସାଚୀଙ୍କୁ ଏହି ମାମାଲାରେ ଆଜି ନିର୍ଦୋଷ କରିଥିବା ସବ୍ଯସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ୨୦୦୨ ମସିହା ନଭେମ୍ବର ୨୬…

ବନ୍ଧୁକ ଛାଡି କମ୍ପ୍ୟୁଟର ଶିକ୍ଷାରେ ସଫଳ ପାଇଲେ ଆତ୍ମସମର୍ପଣ କରିଥିବା ମାଓବାଦୀ: ଡିଜିପି ଦେଲେ ସାର୍ଟିଫିକେଟ

ନବରଙ୍ଗପୁର(କେନ୍ୟୁଜ୍): ଆତ୍ମସମର୍ପଣ କରିଥିବା ମାଓନେତ୍ରୀ କମଳେଶ୍ୱରୀ ମାରୀଙ୍କୁ କମ୍ପ୍ୟୁଟର କୋର୍ସ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ଡିଜିପି। କମଳେଶ୍ୱରୀ ୩ ମାସିଆ କମ୍ପ୍ୟୁଟର ଟ୍ରେନିଂ ପ୍ରୋଗ୍ରାମ ସଫଳତା ପୂର୍ବକ ଶେଷ କରିଛନ୍ତି। ନବରଙ୍ଗପୁର ଗସ୍ତ ବେଳେ ଏହି ସାର୍ଟିଫିକେଟ ପ୍ରଦାନ…