Browsing Tag

marshaghai police station

ଏମିତି ଏକ ପୋଲିସ ଥାନା ଯେଉଁଠାକୁ ଥରେ ନୁହେଁ ବାରମ୍ବାର ଆସିବାକୁ ଇଚ୍ଛା କରିବେ ଲୋକେ !

ଥାନା ତ ନୁହେଁ ପଯ୍ୟର୍ଟନସ୍ଥଳ କହିଲେ ଭୁଲ ହେବନି। ଭଲକି ଦେଖନ୍ତୁ ଏ ଥାନାକୁ। ଇଏ କୌଣସି ପାର୍କ କିମ୍ବା କାହାର ବଗିଚା ନୁହେଁ। କିଏ ଦେଖିଲେ କହିବ ଏ ଦୃଶ୍ୟ ଏକ ଥାନା ପରିସସରର ହେଇଥିବ ବୋଲି। ଆଜ୍ଞା ହଁ ଏହି ମନୋରମ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନାର। ସାଧାରଣତଃ ଥାନା…