Below header
Browsing Tag

mask

ଭିକାରୀ ହୋଇ ମଧ୍ଯ ବଢାଇଲେ ସହାୟତାର ହାତ, ଯୋଗାଇଲେ ରାସନ୍ ବାଣ୍ଟିଲେ ମାସ୍କ

ଦେଶରେ ଏଭଳି କିଛି ଲୋକ ରହିଛନ୍ତି ଯେଉଁମାନେ ଭିକ ମାଗି ନିଜର ପେଟ ପୋଷିଥାନ୍ତି କିନ୍ତୁ ପଞ୍ଜାବର ପଠାନକୋଟରେ ଏଭଳି ଜଣେ ଭିକାରୀ ରହିଛନ୍ତି, ଯିଏ ବର୍ତ୍ତମାନ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଛନ୍ତି। ଭିକ ମାଗି ଚଳୁଥିବା ରାଜୁ ଏଭଳି ଏକ ପଦକ୍ଷେପ ନେଇଛନ୍ତି, ଯାହା ମନରୁ କେବେ ବି ଲିଭି…

କରୋନା ବିରୋଧୀ ଯୁଦ୍ଧରେ ଆଗେଇ ଆସିଲେ ଫାଷ୍ଟ ଲେଡି ସବିତା କୋବିନ୍ଦ, ରାଷ୍ଟ୍ରପତି ଭବନରେ କରୁଛନ୍ତି ମାସ୍କ ତିଆରି

ନୂଆଦିଲ୍ଲୀ: ଚାଲିଛି କରୋନା ବିରୋଧୀ ଯୁଦ୍ଧ । ଏକାଠି ହୋଇଛି ସାରା ଦେଶ । ଦେଶରେ ମାସ୍କ ଅଭାବ ଦେଖାଦେଇଥିବାରୁ ଏବେ ଏହା ଉପରେ ଦିଆଯାଉଛି ଗୁରୁତ୍ୱ । ଏଭିଳି ଘଡିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ଦେଶର ଫାଷ୍ଟ ଲେଡି । ମାସ୍କ ତିଆରି କରୁଛନ୍ତି ଫାଷ୍ଟ ଲେଡି ସବିତା କୋବିନ୍ଦ ।…

ମାକ୍ସ କଳାବଜାରିକୁ ରୋକିବାକୁ ଅଣ୍ଟା ଭିଡିଲେ ପାରଳାଖେମୁଣ୍ଡି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏମିତି କଲେ ଲୋକଙ୍କୁ…

ଗଜପତି: କରୋନା ଭୂତାଣୁ ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପ୍ରଥମେ ଜନତା କଫ୍ୟୁ ପରିବର୍ତ୍ତୀ ସମୟରେ ୨୧ଦିନ ପାଇଁ ଲକଡାଉନ୍ ଯାହାକୁ ପୂଣ୍ଣମାତ୍ରାରେ ରାଜ୍ୟ ସରକାର ସହଯୋଗ କରି ଲକଡାଉନ୍ ଅବଧିକୁ ଶେଷ ହେବା ପୂର୍ବରୁ ଏପ୍ରିଲ ୩୦…

କରୋନା ଯୁଦ୍ଧରେ ସାମିଲ ହେଲେ ତାମିଲନାଡୁ ଜେଲର କଏଦୀ, ପ୍ରତିଦିନ ତିଆରି କରୁଛନ୍ତି ୨୩ ହଜାର ମାସ୍କ

ଦିନେ ଅପରାଧ କରିବା ବେଳେ ମୁହଁ ଲୁଚେଇବାକୁ ମାସ୍କ ବ୍ୟବହାର କରୁଥିବା ଅପରାଧୀ ଆଜି ଲୋକଙ୍କ ହିତ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ ଜେଲରେ। ଏଠାକାର କଏଦୀମାନେ ଜିଲ୍ଲା ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ସୂଚନା ମୁତାବକ…

କରୋନା ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଲା ମାରୁତି ସୁଜୁକି, ଦେଶରେ ତିଆରି କରିବ ଭେଣ୍ଟିଲେଟର ଓ ମାସ୍କ

କରୋନା ଭାଇରସର ମୁକାବିଲା କରିବା ପାଇଁ ଦେଶର ଆଗଧାଡ଼ିର କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼ ଅଣ୍ଟା ଭିଡ଼ିଛି। କମ୍ପାନୀ ଭେଣ୍ଟିଲେଟର, ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣ ତିଆରି କରିବାକୁ କେତେକ କମ୍ପାନୀ ସହ ହାତ ମିଶାଇଛି। ପ୍ରତି ମାସରେ କମ୍ପାନୀ ୧୦ ହଜାରଟି…

ଲକଡାଉନ୍ ଯୋଗୁ ନିକଟତର ହେଉଛନ୍ତି ପ୍ରେମୀଯୁଗଳ, ବଢୁଛି ଅନଲାଇନ୍ କଣ୍ଡୋମ୍ ବିକ୍ରି

କରୋନା ଭାଇରସ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲେ ମଧ୍ୟ କିଛି ଲୋକଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି। ଗୋଟେ ପଟେ କରୋନା ଯୋଗୁ ଲୋକେ ଘରୁ ବାହାରିପାରୁନଥିବା ନେଇ ଅଭିଯୋଗ କରୁଥିବା ବେଳେ ଅନ୍ୟପଟେ ଦମ୍ପତିଙ୍କ ପାଇଁ ଏହି ସମୟ ବେଶ ଉପଭୋଗ୍ୟ ପ୍ରମାଣିତ ହୋଇଛି। ଘରେ ରହୁଥିବାରୁ…

ସରକାରଙ୍କ ବଡ ଘୋଷଣା: ମାସ୍କ ଏବଂ ସାନିଟାଇଜର୍‌ର ମୂଲ୍ୟ ବଢାଇଲେ ନିଆଯିବ ବଡ କାର୍ଯ୍ୟାନୁଷ୍ଠାନ

ଅଧିକାଂଶ ସମୟରେ ଦେଖାଯାଇଥାଏ ଯଦି କୌଣସି ଜିନିଷ ଅଧିକ ବିକ୍ରି ହୋଇଥାଏ ତେବେ ଲୋକମାନେ ତା’ର ମୂଲ୍ୟ ବୃଦ୍ଧି କରି ବିକ୍ରି କରିଥାନ୍ତି। ଏଭଳି କିଛି ବର୍ତ୍ତମାନ କରୋନାରୁ ଦୂରେଇ ରହିବା ପାଇଁ ଅଧିକାଂଶ ଦୋକାନୀ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ବୃଦ୍ଧି କରି ବିକ୍ରି କରୁଛନ୍ତି।…

କରୋନା ଆତଙ୍କ : ଦୋକାନରେ ଅଭାବ ପଡିଲା ମାସ୍କ ଏବଂ ସାନିଟାଇଜର

ଦେଶରେ କରୋନା ଭାଇରସ ବ୍ୟାପିବା ମଧ୍ୟରେ ଦେଶର ରାଜଧାନୀ ଏବଂ ଆଖପାଖ ସହରର ଔଷଧ ଦୋକାନରେ ହ୍ୟାଣ୍ଡ ସାନିଟାଇଜର ଏବଂ ଫେସ୍‌ ମାସ୍କ କିଣିବା ପାଇଁ ଗହଳି ଦେଖିବାକୁ ମିଳିଛି। ଅନେକ ଅଞ୍ଚଳରେ ମଧ୍ୟ ଔଷଧ ଦୋକାନ ଏବଂ ସାନିଟାଇଜର ଏବଂ ମାସ୍କର ଭଣ୍ଡାର ଶେଷ ହୋଇସାରିଛି। ଏଥିସହ ଅନେକ ଦୋକାନରେ ଗତ…

କୁଞ୍ଚୁ କୁଂଚିଆ କେଶରେ ଲଗାନ୍ତୁ ଦହିର ମାସ୍କ, ଦେଖିବେ ଚତ୍ମକାର !

କୁଞ୍ଚୁ କୁଂଚିଆ କେଶ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ଏହାକୁ ସମ୍ଭାଳିବା ଏବଂ ଏହାର ଯତ୍ନ ଖିବା ବହୁତ କଷ୍ଟ କାମ ହୋଇଥାଏ । ସିଧା ଏବଂ ଲମ୍ବା କେଶ ଥିବା ମହିଳା ମାନଙ୍କର ହେୟାର ଷ୍ଟାଇଲ୍ ବଦଳାଇବା ଅତି ସହଜ ହୋଇଥାଏ କିନ୍ତୁ କୁଞ୍ଚୁ କୁଂଚିଆ କେଶ ଥିବା ମହିଳାଙ୍କ ପାଇଁ ଏହା କଷ୍ଟକର…

କେଶ ଝଡୁଥିବାରୁ ଅଛନ୍ତି କି ଚିନ୍ତିତ! ତାହେଲେ ଲଗାନ୍ତୁ ମେଥି ହେୟାର ମାସ୍କ

ପ୍ରଦୂଷଶ ଏବଂ ବଦଳୁଥିବା ଜୀବନଶୈଳୀ କାରଣରୁ କେଶରେ ଖରାପ ପ୍ରଭାବ ପକାଇଥାଏ । ଯଦି କେଶର ଚିକିତ୍ସା ନ କରନ୍ତି ତାହେଲେ ବହୁତ ସମସ୍ଯା ସ୍ରୁଷ୍ଟି ହୋଇପାରେ ଯଥା-କେଶ ଝଡିବା,ଡେନଡ୍ରଫ,ସୁଷ୍କ କେଶ  ଆଦି । କିନ୍ତୁ ଏହାଠାରୁ ଦୁରେଇ ରହିବା ପାଇଁ ଜରୁରୀ ନୁହେଁ ଯେ ଆପଣ ଦାମୀ ପ୍ରଡକସନ ବ୍ଯବହାର…