Browsing Tag

masks

ବଢୁଛି କରୋନା ସଂକ୍ରମଣ: ପୁଡୁଚେରୀର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ।

ନୂଆଦିଲ୍ଲୀ : କୋଭିଡ ସଂକ୍ରମଣ ବୃଦ୍ଧି ପରେ ଫେରିଛି ମାସ୍କ । ଟେନ୍‌ସନ୍‌ ବଢାଇଲାଣି କୋଭିଡ୍‌ ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ବଢାଇଲେଣି ବିଭିନ୍ନ ରାଜ୍ୟ । ସଂକ୍ରମଣ ବୃଦ୍ଧିକୁ ନେଇ କିଛି ରାଜ୍ୟ ପୁଣି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । କେରଳ ପରେ ହରିଆଣା…

ସଂକ୍ରମଣରୁ ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ,କହିଲେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ…

ଭୁବନେଶ୍ୱର (କେନ୍ୟୁଜ): ସଂକ୍ରମଣରୁ ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ । କୋଭିଡ୍‌ ମହାମାରୀ ବିପଦ ଏଯାଏ ଟଳି ନାହିଁ । ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । କୋଭିଡ୍‌…

ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ସାରା ରାଜ୍ୟରେ କଡାକଡି ଭାବେ ପାଳନ ହେବ ଏହି ନିୟମ

ଭୁବନେଶ୍ବର: ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା । ସାରା ରାଜ୍ୟରେ କଡାକଡି ଭାବେ ଏହି ନିୟମ ପାଳନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଶ କିମ୍ବା ଛିଙ୍କିବା ବେଳେ ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର…