Browsing Tag

match list

ଫିପା ବିଶ୍ୱକପ୍‌ ୨୦୨୨ ପାଇଁ ଖେଳସୂଚୀ ଜାରି, ନଭେମ୍ବର ୨୧ରେ ଉଦ୍‌ଘାଟନୀ ମ୍ୟାଚ

କାତାରରେ ହେବାକୁ ଥିବା ୨୦୨୨ ଫିଫା ବିଶ୍ୱକପ୍ ମ୍ୟାଚସୂଚୀ ଜାରି କରାଯାଇଛି। ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ । ୨୧ ନଭେମ୍ବରେ ୬୦ ହଜାର ଦର୍ଶକ କ୍ଷମତା ରଖୁଥିବା ଅଲବାୟତ ଷ୍ଟାଡିୟମରେ ମ୍ୟାଚ ଉଦ୍‌ଘାଟନ କରାଯିବ। ଏହାସହିତ ଫାଇନାଲ ମ୍ୟାଚ ୮୦…