Browsing Tag

matriculation examination

ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଲାଗି ନମୁନା ପ୍ରଶ୍ନପତ୍ର ଜାରି, ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ଶିକ୍ଷା…

କଟକ (କେନ୍ୟୁଜ): ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ…

ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଅସୁସ୍ଥ ହେଲେ ପରୀକ୍ଷାର୍ଥୀ, ହସ୍ପିଟାଲରେ ଗଲା ଜୀବନ

କୋରାପୁଟ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାର୍ଥୀ ମୃତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିର ନାଲକୋ ଟାଉନସିପ ସ୍ଥିତ SVM ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏହି ଘଟଣା ଘଟିଛି । ମୃତକ ହେଲେ କୁନା ପୂଜାରୀ । ପରୀକ୍ଷା ଦେବା ବେଳେ ହଠାତ୍‌ ସେ ଅସୁସ୍ଥ…

ମାଟ୍ରିକ ପରୀକ୍ଷାରେ ଯୋଗ ଦେବେନି ପ୍ରାଥମିକ ଶିକ୍ଷକ, ଆସନ୍ତା ୧୫ରୁ ୩ ଦିନବ୍ୟାପୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ…

ସୁନ୍ଦରଗଡ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି। ପୂର୍ବର ଛଅ ବର୍ଷକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନର ସୁବିଧା ଦାବୀ ନେଇ ସଂଘ ଦାବୀ କରିଆସୁଥିଲେ ବି ସରକାର ଦୃଷ୍ଟି ଦେଉ ନାହିଁ । ସଂଘର ନେତାଙ୍କ ସହ…

ଫୁଲବାଣୀ ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା, ପାରିବାରିକ ସମସ୍ୟା କାରଣରୁ ଛାଡିଥିଲେ ପାଠ ପଠା

କନ୍ଧମାଳ (କେନ୍ୟୁଜ): ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା। ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ପୂର୍ବରୁ ଦଶମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନ ଥିଲେ। ପରେ ରାଜନୈତିକ ବ୍ୟସ୍ତତା ଯୋଗୁ ସମୟ…