Browsing Tag

MBBS exam postponed

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୀମସାର୍‌ରେ MBBS ପରୀକ୍ଷା ସ୍ଥଗିତ, ସୂଚନା ଦେଲେ ଡିନ୍‌

ସମ୍ବଲପୁର (କେନ୍ଯୁଜ୍): ଭୀମସାର୍‌ରେ ହେବାକୁ ଥିବା MBBS ପରୀକ୍ଷା ସ୍ଥଗିତ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କାଲିଠୁ ହେବାକୁ ଥିବା MBBS ପରୀକ୍ଷାକୁ କର୍ତ୍ତୁପକ୍ଷ ସ୍ଥଗିତ ରଖିଥିବା ନେଇ ଭୀମସାର ଡିନ୍‌ ସୂଚନା ଦେଇଛନ୍ତି। ବୁର୍ଲା…