୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି
ନୂଆଦିଲ୍ଲୀ: ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି। ମିଳାଥିବା ସୂଚନା ଅନୁଯାୟୀ ଆଜି ସକାଳ ୫.୨୮ ମିନିଟ୍ ରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। କିନ୍ତୁ କରୋନାରୁ…