Browsing Tag

men dead

ଗଣେଶ ପୂଜା ପେଣ୍ଡାଲରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଗଜପତି (କେନ୍ୟୁଜ୍) : ଗଣେଶ ପୂଜା ପେଣ୍ଡାଲରେ ଅଘଟଣ ।  ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ଜେ.ଖଗେଶ ।  ଗତକାଲି ରାତିରେ ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ…

ପିପିଲି : କେନାଲରେ ପଡ଼ି ଯୁବକଙ୍କ ମୃତ୍ୟୁ

ପିପିଲି (କେନ୍ୟୁଜ୍‌) : ଘରକୁ ଫେରୁଥିବା ବେଳେ ଯୁବକ ଜଣକ କେନାଲ ଭିତରେ ପଡ଼ିଗଲେ, ଆଉ ତାଙ୍କର ମୃତ୍ୟୁ ଘଟିଲା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଳଉତା ଗ୍ରାମର ଶୁଭେନ୍ଦୁ ପଟ୍ଟନାୟକ ଗତ ରାତିରେ ଘରକୁ ଫେରୁଥିବା ବେଳେ ଏଭଳି ଭାବେ ମୃତ୍ୟୁମୁଖରେ ପଡ଼ିଛନ୍ତି । ଡେଲାଙ୍ଗ ମାଇନର…

ବାହାଘର ପାଇଁ ଝିଅ ଦେଖିବାକୁ ଯିବା ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ୱର : ବାହାଘର ପାଇଁ ଝିଅ ଦେଖିବାକୁ ଯିବା ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ। ସାଙ୍ଗ ବାହାଘର ବାରାତିରେ ନାଚ ଏବଂ ଭୋଜି ଥିଲା ୩୦ ବର୍ଷୀୟ ସିଦ୍ଧି ନାଥ ସାହୁଙ୍କ ଶେଷ ଉତ୍ସବ। ଆଜି ଦେଖିବାକୁ ଯାଇଥାନ୍ତେ ଝିଅ, ଆଉ କିଛି ଦିନ ପରେ ବିବାହ ବି ହୋଇଥାନ୍ତା, କିନ୍ତୁ ସବୁ କିଛି ରହିଗଲା…

ସ୍ତ୍ରୀ କୋଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଲେ ବ୍ୟକ୍ତି, କିନ୍ତୁ କେହିବି ବଢ଼ାଇଲେନି ସହାୟତାର ହାତ, ଦେଖନ୍ତୁ…

କଣ ହେବ ଯେତେବେଳେ ଜୀବନର ସବୁଠାରୁ ଅନ୍ତରଙ୍ଗ ସାଥି ଯିଏ ଜୀବନ ସାଥି ଭାବରେ ଆମ ପାଖରେ ସବୁବେଳେ ଥାନ୍ତି ହଠାତ୍‌ ଆଖି ସାମ୍ନାରୁ ଦୂରେଇ ଯିବେ। ଏହି ସମୟରେ ମୁଣ୍ଡରେ ବଜ୍ର ପଡିଯିବା ଭଳି ଲାଗିବ। ଏମିତି ଏକ ଘଟଣା ଘଟିଛି ବିହାରର ସିଓ୍ଵାନ ରେଲେଓ୍ଵ ଷ୍ଟେସନରେ। ଏଠାରେ ଦିନଦ୍ୱିପହରରେ ଜଣେ…