Below header
Browsing Tag

MGNREGA scheme

୨୦୨୦ ମସିହା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ମନରେଗା ଦୁର୍ନୀତି ମାମଲା: ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର

କରଞ୍ଜିଆ(କେନ୍ୟୁଜ): ୨୦୨୦ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ମାମଲାରେ ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର । ସେମାନଙ୍କ ମଧ୍ୟରେ ଅଛନ୍ତି ଯଶିପୁର ବ୍ଲକ ର ତତ୍କାଳୀନ ସହକାରୀ ନିର୍ବାହି ଯନ୍ତ୍ରୀ ରାଜେନ୍ଦ୍ର ପାତ୍ର…

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର, ମନରେଗା ଶ୍ରମିକଙ୍କ ମଜୁରୀ ବୃଦ୍ଧି

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର । ଦେଶରେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା) ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି ।…

ଯାଜପୁର: ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବିଭିନ୍ନ ପଂଚାୟତରେ ଛାନଭିନ କରୁଛି କେନ୍ଦ୍ରୀୟ ଟିମ୍

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ମନରେଗା କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆସିଥିବା କେନ୍ଦ୍ରୀୟ ଦଳ ଗୋଟିଏ ପରେ ଗୋଟିଏ ପଂଚାୟତରେ ଛାନଭିନ କରୁଛନ୍ତି। । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ରେ ମନରେଗା କାର୍ଯ୍ୟରେ ହୋଇଥିବା ବ୍ୟାପକ…

ଚାନ୍ଦବାଲି ଖଦାଳପୋଖରୀ ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ୍ ଖଦାଳପୋଖରୀ ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ। ଅଭିଯୋଗ କରିଛନ୍ତି ପଂଚାୟତର ବ୍ରହ୍ମଟିକ୍ରି ବାସିନ୍ଦା । ଏହି ଦୁର୍ନୀତି ରେ ଜିଆରଏସ୍ ଓ କନିଷ୍ଠ ଯନ୍ତ୍ରୀଙ୍କ ସଂପ୍ରୁକ୍ତି ଥିବା ନେଇ ମଧ୍ଯ ଅଭିଯୋଗ ଆସିଛି । ତେବେ ପ୍ରବାସୀ…