Browsing Tag

micro containment zones

ଭୁବନେଶ୍ୱରରେ ଯେଉଁ ଜାଗାରେ ସଂକ୍ରମଣ ବଢିବ, ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ: ସିବିକେ ମହାନ୍ତି

ଭୁବନେଶ୍ୱର( କେନ୍ଯୁଜ୍): ଭୁବନେଶ୍ୱରରେ ଯେଉଁ ଜାଗାରେ ସଂକ୍ରମଣ ବଢିବ, ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ କମିବା ପାଇଁ , ଲୋକମାନଙ୍କ ସହ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା। ୭ ଦିନ ହେଲାଣି କରୋନା ସଂକ୍ରମଣ ଉପର ତଳ ହେଉଛି।…