Below header
Browsing Tag

MIG-21

୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଲା ‘MiG-21’, ପାକିସ୍ତାନକୁ ଧୂଳି ଚଟାଇଥିଲା ଏହି ଯୁଦ୍ଧ ବିମାନ

୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛି ‘MiG-21’। ପାକିସ୍ତାନକୁ ଧରାଶାୟୀ କରିଥିବା ମିଗ୍-21 ବିସନ୍ ଯୁଦ୍ଧ ବିମାନକୁ ବାୟୁସେନାରୁ ଦିଆଯାଇଛି ଅବସର। ରାଜସ୍ଥାନର ବାଡ଼ମେରସ୍ଥିତ ଉତରଲାଇ ଏୟାରବେସରୁ ଏହା ନିଜର ଶେଷ ଉଡ଼ାଣ ଭରିଛି। ପାକିସ୍ତାନକୁ ଧୂଳି ଚଟାଇଥିବା ଏହି ଯୁଦ୍ଧ ବିମାନ…

୫୦୦ ଥର କ୍ରାସ ହୋଇଛି ବାୟୁସେନା ଯୁଦ୍ଧବିମାନ ମିଗ୍‌-21, କେବେ ନେବ ଅବସର

କେନ୍ୟୁଜ୍‌(ବ୍ୟୁରୋ): ରାଜସ୍ଥାନର ହନୁମାନଗଡ଼ରେ ସୋମବାର ସକାଳେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ମିଗ-21 କ୍ରାସ ହୋଇ ଜନବସତି ଉପରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଉଭୟ ପାଇଲଟ ପାରାଚୁଟ ଯୋଗେ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଥିଲେ ସୁଦ୍ଧା…