Browsing Tag

migrant bonded labour

ଇଚ୍ଛାପୂରମର ଏକ ଇଟା ଭାଟିରେ ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଟିଟିଲାଗଡ଼ ପ୍ରଶାସନ

ଟିଟିଲାଗଡ଼(କେନ୍ୟୁଜ୍‌) : ତେଲେଙ୍ଗାନା, ନିଜାମାବାଦ ଜିଲ୍ଲା ଇଚ୍ଛାପୂରମ ର ଏକ ଇଟା ଭାଟି ରେ ନିର୍ଯ୍ୟାତିତ ହେଉଥିବା ୩୧ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ଟିଟିଲାଗଡ଼ ପ୍ରଶାସନ l ଟିଟିଲାଗଡ଼ ବ୍ଲକ ଅଧୀନସ୍ଥ ଶିକେର ଗ୍ରାମ ଏବଂ ଦେଓଗାଁ ବ୍ଲକ ଅଂଚଳ ର ୩୧ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା…

ଦାଦନ ଖଟିବାକୁ ଯାଇ ନିଖୋଜ ଝିଅ, ଫେରାଇ ଆଣିବାକୁ ସରକାରଙ୍କୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଆନନ୍ଦପୁର(କେନ୍ଯୁଜ୍): ଭବିଷ୍ଯତ ଗଢିବା ସମୟରେ ପରିବାର କଥା ଭାବି ଦାଦନ ଖଟିବାକୁ ଗଲେ । ହେଲେ ଏବେ ମିଳୁନି ପତ୍ତା। ଦାଦନ ଖଟିବାକୁ ଯାଇ ଏବେ ହୋଇଯାଇଛନ୍ତି ନିଖୋଜ। ଫେରିବା ବାଟକୁ ଚାହିଁ ଚାହିଁ ଗୁମୁରି କାନ୍ଦୁଛି ମା। ଆର୍ଥିକ ସଂକଟରୁ ମୁକ୍ତି ପାଇବା କୁ ଠିକାଦାର ସାଙ୍ଗରେ ନିଜ ଝିଅ…

ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ୩୫ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ପଠାଇଲେ ଭିଡ଼ିଓ

ବରଗଡ଼ : ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ୩୫ ଓଡ଼ିଆ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଏକ ଭିଡିଓରେ ନିବେଦନ କରିଛନ୍ତି । ଏକ ଇଟାଭାଟିରେ ସେମାନେ ବନ୍ଧା ପଡିଥିବା ଭିଡ଼ିଓରେ କହିଛନ୍ତି । ଏମାନେ ସମସ୍ତେ ବରଗଡ଼ ପାଇକମାଲ ବ୍ଲକ ଯୋଗୀନ୍ଦ୍ରନାଥପୁର ଗାଁର । ଗତବର୍ଷ ଡିସେମ୍ବର ମାସରେ…