Browsing Tag

Mike Tyson

ମାଇକ ଟାଇସନଙ୍କ ସହିତ ଲଢେଇ କରିବେ ବିଜୟ ଦେବରକୋଣ୍ଡା, ସାମ୍ନାକୁ ଆସିଲା ଫିଲ୍ମ ‘ଲାଇଗର’ର ରିଲିଜ ତାରିଖ

ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’କୁ ଫ୍ୟାନ୍ସ ପ୍ରତୀକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ବିଜୟଙ୍କ ସହିତ ଅନନ୍ୟା ପାଣ୍ଡେ ଲିଡ୍‌ ରୋଲରେ ନଜର ଆସିବେ। ନିକଟରେ ଫିଲ୍ମର ସୁଟିଂ ଶେଷ ହେବା ପରେ ଆଜି କରନ ଜୋହର ଫିଲ୍ମର ରିଲିଜ ଡେଟ୍‌ ଘୋଷଣା କରିଛନ୍ତି। କରନ ଜୋହର ସୋସିଆଲ ମିଡିଆରେ ଏକ…

୧୫ବର୍ଷ ପରେ ପୁଣିଥରେ ମଇଦାନକୁ ଫେରିବେ ଖତରନାକ୍ ବକ୍ସର ମାଇକ୍ ଟାଇସନ୍‌, ସୋସିଆଲ ମିଡ଼ିଆରେ ଦେଲେ ସୂଚନା

ପୁଣି ଥରେ ରିଙ୍ଗ୍‌ରେ ନଜର ଆସିବେ ଖ୍ୟାତନାମା ବକ୍ସର ମାଇକ୍ ଟାଇସନ୍‌ ଏବଂ ଏଥର ସେ ରୟ ଜୋନ୍ସଙ୍କ ସହ ମୁକାବିଲା କରିବେ। ଏନେଇ କାଲିଫର୍ନିଆ ଆଥଲେଟିକ୍ କମିଶନ ଟାଇସନ୍ ଏବଂ ଜୋନ୍ସଙ୍କ ମଧ୍ୟରେ ଆସନ୍ତା ମାସରେ ଥିବା ମ୍ୟାଚକୁ ଅନୁମୋଦନ କରିଛନ୍ତି । ତେବେ ଏହା କେବଳ ଏକ ପ୍ରଦର୍ଶନୀ ମ୍ୟାଚ୍…