Below header
Browsing Tag

military women jugaad

ମହିଳା ସୈନିକଙ୍କ ଯୁଗାଡ ଦେଖିକି ଆପଣ ବି ହୋଇଯିବେ ତାଜୁବ, ବିନା ହ୍ୱିସିଲରେ ପ୍ରେସର କୁକରରେ କରିଦେଲେ ରୋଷେଇ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଖୁବ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଭିଡିଓଟିକୁ ଦେଖି ଆପଣ ହସିବେ କି ମହିଳା ସୈନିକ ମାନଙ୍କ ବୁଦ୍ଧିକୁ ତାରିଫ କରିବେ ଦ୍ବନ୍ଦ୍ବରେ ପଡିଯିବେ । ଏହି କ୍ଲିପରେ ଦେଖିପାରିବେ ଦୁଇ ଜଣ ମହିଳା ସୈନିକ ନିଜ ନିଜ ୟୁନିଫର୍ମରେ ଅଛନ୍ତି ।…