Below header
Browsing Tag

minor girl pregnant

ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତ ଗ୍ରାମରେ ଲଜ୍ଜାଜନକ ଘଟଣା, ୧୫ ବର୍ଷର ନାବାଳିକା ୮ମାସର ଗର୍ଭବତୀ !

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲେଙ୍ଗାବସନ୍ତ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଏକ ଦଳିତ ୧୫ବର୍ଷର ନାବାଳିକା ୮ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଯାହାକୁ ନେଇ ପୀଡିତାଙ୍କ ବାପା ଗତକାଲି ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ…

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ନାବାଳିକା ଗର୍ଭବତୀ ହେବାପରେ ପ୍ରେମିକ ଫେରାର

କେନ୍ୟୁଜ ବ୍ୟୁରୋ : ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ପ୍ରେମ ଓ ପରେ ପ୍ରତାରଣା । ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଛନ୍ତି ଆଦିବାସୀ ନାବାଳିକା । ଏକଥା ଜଣାପଡିବା ପରେ ପ୍ରେମିକ ଫେରାର । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରୁ । ଗତ ଅକ୍ଟୋବର…

ଯାଜପୁର: ଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ୱା ଅଭିଯୋଗ, ପୀଡିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ

ଯାଜପୁର: ଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ୱା ଅଭିଯୋଗ, ପୀଡିତାର ଡାକ୍ତରୀ ମାଇନା ସହ ବୟାନ ରେକର୍ଡଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ତ୍ୱା ଅଭିଯୋଗ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ପୀଡିତା ଜଣକ ଭୁବନେଶ୍ୱରରେ ଜଣେ ବରିଷ୍ଠ…

ପୁଣି ଜଣେ ଅଷ୍ଟମ ଶ୍ରେଣୀର ନାବାଳିକା ଗର୍ଭବତୀ, କନ୍ଧମାଳର ଏକ ସେବାଶ୍ରମରେ ଘଟିଛି ଏହି ଅଭାବନୀୟ ଘଟଣା

କନ୍ଧମାଳ(କେନ୍ୟୁଜ୍): ପୁଣି ଥରେ କନ୍ଧମାଳରେ ଲଜ୍ଜା । ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ । ବେଲଘର ଥାନା ଅଞ୍ଚଳରେ ଥିବା ଏକ ସେବାଶ୍ରମରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ବେଲଘର…

ଥମୁନି ଲଜ୍ଜା : ଗର୍ଭନଷ୍ଟ ପାଇଁ ଉଦ୍ୟମ ବେଳେ ଗୁରୁତର ଅସୁସ୍ଥ ହେଲେ ନାବାଳିକା

କନ୍ଧମାଳ (କେନ୍ୟୁଜ୍) : ପୁଣି ଲଜ୍ଜା। ଗର୍ଭବତୀ ହେଲେ ଆଉ ଜଣେ ନାବାଳିକା। ଗର୍ଭନଷ୍ଟ ପାଇଁ ଉଦ୍ୟମ ବେଳେ ଗୁରୁତର ଅସୁସ୍ଥ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏପରି ଘଟଣା ନଜରକୁ ଆସିଛି। ବର୍ତ୍ତମାନ ନାବାଳିକା ଜଣକ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।…