Below header
Browsing Tag

mint benefits

ପୋଦିନା ହେୟାର ପ୍ୟାକ୍ କେଶ ପାଇଁ ଅନେକ ଲାଭଦାୟକ, ଜାଣନ୍ତୁ ଲଗାଇବାର ଉପାୟ

ପୋଦିନା ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ଭରପୂର ମାତ୍ରାରେ ମିଳିଥାଏ । ଏହା ସ୍କିନ୍‌ ପାଇଁ ମଧ୍ୟ ବହୁତ ଭଲ କାମ କରିଥାଏ । ଏହା ବ୍ୟତୀତ ଏହି ପତ୍ରଗୁଡିକର ଅନ୍ୟାନ୍ୟ ଅନେକ ଗୁଣ ମଧ୍ୟ ଅଛି ଯାହା କେଶ ପାଇଁ ମଧ୍ୟ ଲଭଦାୟକ ହୋଇଥାଏ । ତେବେ ପୋଦିନା ପତ୍ରର ହେୟାର ପ୍ୟାକ୍…

ଗରମ ଓ ଅନିୟମିତ ଖାଇବା ଯୋଗୁ ପେଟ ସମସ୍ୟା ହେଉଛି କି ? ଖାଲି ପେଟରେ ପିଅନ୍ତୁ ଏହି ଜିନିଷ, ତୁରନ୍ତ ମିଳିବ ଆରାମ

ବର୍ତ୍ତମାନ ଗରମ ସିଜିନ୍‌ ଚାଲିଛି ଏବଂ ଏହି ସମୟରେ ଅନିୟମିତ ଜିନିଷ ଖାଇବା ଯୋଗୁ, ଘଣ୍ଟା ଘଣ୍ଟା ବାହାରେ ବୁଲାବୁଲି କରିବା ଓ ହୋଲି ଖେଳିବା ଏବଂ କମ୍ ପାଣି ପିଇବା କାରଣରୁ ଲୋକମାନେ ହୋଲି ପରେ ଅସୁସ୍ଥ ହୋଇପଡୁଛନ୍ତି । ତେବେ ଘରେ ପର୍ବ ସମୟରେ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇବା ଦ୍ୱାରା…

ତ୍ୱଚାକୁ କୋମଳ କରିବ ପୁଦିନା ପତ୍ର, ଜାଣନ୍ତୁ ବ୍ୟବହାର କରିବାର ୫ ଉପାୟ

ପୁଦିନା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଶୀତଳତା ମିଳଥାଏ । ଏହା ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଏ । ପୁଦିନା ପତ୍ରରେ ସାଲିସିଲିକ ଏସିଡ ମିଳିଥାଏ । ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଏହା ସାହାଯ୍ୟ କରେ । ବ୍ରଣ ସମସ୍ୟା ଯୋଗୁଁ ଅନେକ ଲୋକ ସମସ୍ୟାରେ ପଡ଼ନ୍ତି,…

ଗରମରେ ଶରୀରକୁ ସୁସ୍ଥ ରଖିବ ପୁଦିନା, ଜାଣନ୍ତୁ କିପରି କରିବେ ବ୍ୟବହାର

ଗରମ ଦିନରେ ନିଜର ସ୍ୱାସ୍ଥ୍ୟକୁ ସଠିକ୍‌ ରଖିବା ନିତାନ୍ତ ଆବଶ୍ୟକ। ଖାସ୍‌ କରି ଆପଣଙ୍କ ଖାଦ୍ୟଶୈଳୀ। ସଠିକ୍‌ ଖାଦ୍ୟପେୟ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଗରମ ଦିନରେ ପୁଦିନାକୁ ଅମୃତ ସଦୃଶ ହୋଇଥାଏ। ଶରୀରରେ ଥଣ୍ଡା ପ୍ରଦାନ କରିବା ସହ ଗରମରୁ ରକ୍ଷା କରିଥାଏ ପୁଦିନା। ଆପଣ…