Browsing Tag

mirage-2000

ସୁଖୋଇ ଏବଂ ମିରାଜ ଦୁର୍ଘଟଣା ସମୟରେ ଆଉ ଏକ ବିମାନ କରୁଥିଲା ଅଭ୍ୟାସ, ପାଇଲଟ ଦେଖିଥିଲେ ସମସ୍ତ ଘଟଣା

ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏବଂ ମିରାଜ-୨୦୦୦ ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ବିମାନ ରାଜସ୍ଥାନର ଭରତପୁର ଜିଲ୍ଲା ସ୍ଥିତ ପିଗୋରା ଗାଁରେ ପଡିଥିଲା । ସେହିପରି ଅନ୍ୟ ଏକ ବିମାନ ମଧ୍ୟପ୍ରଦେଶର ମୁରୈନାଙ୍କ ପହାଡଗଢ ସ୍ଥିତ ଜଙ୍ଗଲରେ ପଡିଥିଲା ।…

ଏୟାରଷ୍ଟ୍ରାଇକ୍ ସମୟରେ ଜନ୍ମ ହେଲା ଛୁଆ, ନାମ ରଖିଲେ-ମିରାଜ୍

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ସଂଗଠନ ଉପରେ ବମ୍ ପକାଇଥିଲେ। ଏହି ଘଟଣା ପରେ ସାରା ଭାରତରେ ଖୁସିର ଲହରୀ ଖେଳି ଯାଇଥିଲା। ସ୍ଥାନସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ଘରେଘରେ ଉତ୍ସବର ମାହୋଲ ଖେଳିଯାଇଥିଲା। ଏହି ସମୟରେ…

ସର୍ଜିକାଲ ଷ୍ଟାଇକ୍-୨ରେ ବ୍ୟବହାର କରାଗଲା ମିରାଜ୨୦୦୦, ଜାଣନ୍ତୁ ଏହି ବିମାନର ସ୍ବତନ୍ତ୍ରତା

ପୁଲୱାମା ଆତଙ୍କୀ ଆକ୍ରମଣର ଠିକ୍ ୧୨ ଦିନ ପରେ ଭାରତୀୟ ବାୟୁସେନା ପାକ ସୀମା ମଧ୍ୟରେ ଥିବା କାଶ୍ମୀରର ଆତଙ୍କୀ ସଂଗଠନ ଉପରେ ବଡ଼ ଆକ୍ରମଣ କରିଛି। ଖବର ମୁତାବକ, ଆତଙ୍କବଦୀ ଠିକଣା ଉପରେ୧୨ଟି ବିମାନ ଦ୍ବାରା ପ୍ରାୟ ୧୦୦୦ କିଲୋଗ୍ରାମର ବମ ପକାଯାଇଛି। ଫଳରେ ୨୦୦ ରୁ୩୦୦ ଆତଙ୍କବାଦୀ ମରିଥିବା…