ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ
କରଞ୍ଜିଆ : ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍,କାନ ଫୁଲ ସହ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ | ଲୁଟର ଶିକାର ହେଲେ କରଞ୍ଜିଆ ଥାନା ପାଟବିଲ ରାଜସ୍ବ ନୀରିକ୍ଷକ( ମହିଳା ଆର ଆଇ) ନିରୂପମା ନାଏକ | ଅଫିସରେ ପଶି ରାଜସ୍ବ ନିରୀକ୍ଷକଙ୍କୁ ବନ୍ଧୁକ ଦେଖାଇ…