Below header
Browsing Tag

missing son

ହାତରେ ହଜିଲା ପୁଅର ଫଟୋକୁ ଧରି ଦୀର୍ଘ ଦୁଇ ବର୍ଷ ହେଲା ଖୋଜୁଛି ଏଇ ମାଆ

କଣ୍ଟାମାଳ(କେନ୍ୟୁଜ): ଦିନେ କି ଦୁଇଦିନ ନୁହେଁ ଆଜିକୁ ଦୁଇ ବର୍ଷ ହେଲା ଅପହୃତ ହୋଇଯାଇଛି ନାବାଳକ ପୁଅ । ପୁଅର ବାଟକୁ ଅନାଇ ଅନାଇ ମାଆ ଆଖିରୁ ଲୁହ ସୁଖୁନାହିଁ । ହେଲେ ହଜିଲା ପୁଅ ଆଉ ମାଆ କୋଳକୁ ଫେରୁନାହିଁ । ନ୍ୟାୟ ପାଇଁ ପ୍ରତିଦିନ ଥାନାକୁ ଅସହାୟ ମାଆଟି ଧାଉଁଛି ସିନା ହେଲା ପୋଲିସ…

୧୦ ଦିନ ବିତି ଗଲାଣି କିନ୍ତୁ ମିଳୁନି ପୁଅ, କାନ୍ଦି କାନ୍ଦି ପାଗଳି ହେଲାଣି ମା’

୧୦ ଦିନ ବିତି ଗଲାଣି । ଘରେ ଚୁଲି ଜଳୁନି । ଖିଆ ପିଆ ସବୁ ବନ୍ଦ । ମା’ କାନ୍ଦି କାନ୍ଦି ତା ଆଖିରୁ ଲୁହ ଶୁଖୁନି । ପୁଅ ପୁଅ କହି ପାଗଳି ହେଇଗଲାଣି ମା’ । ୧୦ ଦିନ ହେବ ପୁଅ ନିଖୋଜ ହୋଇଯାଇଛି । ନିଖୋଜ ହେବା ଦିନ ସାଇକେଲ ନେଇ ଘରୁ ବାହାରି ଯାଇଥିଲା ପୁଅ । କିନ୍ତୁ ବହୁତ ସମୟ ବିତି ଯାଇଥିଲେ…

ଶେଷରେ ଡାକ ଶୁଣିଲା କାଳିଆ, ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ

ଭୁବନେଶ୍ବର(କେନ୍ୟୁଜ୍): ମହାପ୍ରଭୁ ଡାକ ଶୁଣିଲେ । ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ । ପରିବାରର ଲୋକଙ୍କ ଖୁସି କହିଲେ ନସରେ । ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବ ଆଶଙ୍କାରେ ରେଜଲ୍ଟ ବାହାରିବା ପୂର୍ବରୁ ଘରୁ ପଳାଇଥିଲେ ଭୁବନେଶ୍ୱର ଝାରପଡ଼ାର ଛାତ୍ର ସାଇ ପ୍ରସାଦ ପଣ୍ଡା ।…

ନିଖୋଜ ପୁଅକୁ ଖୋଜି ଖୋଜି ଭୁବନେଶ୍ୱରରେ ବୃଦ୍ଧ ବାପା, ଥାନା ବାରଣ୍ଡାରେ କାନ୍ଦି କାନ୍ଦି ନୟାନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ନିଖୋଜ ପୁଅକୁ ଖୋଜି ଖୋଜି ଭୁବନେଶ୍ୱରରେ ବୃଦ୍ଧ ବାପା। ଥାନା ବାରଣ୍ଡାରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ପୋଲିସକୁ ଗୁହାରି କରୁଛନ୍ତି। ବୃଦ୍ଧ ଜଣଙ୍କ ହେଉଛନ୍ତି ଯାଜପୁର ସିଂହପୁରର ଅବସରପ୍ରାପ୍ତ ଅଧ୍ଯାପକ ଭାଗ୍ୟରଥୀ ପୃଷ୍ଟି। ଗତ ୨୬ ତାରିଖରେ ଭୁବନେଶ୍ୱରରୁ ପୁଅ…