ଏମ୍.ଜେ ଆକବରଙ୍କ ମାନହାନି ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପଟିଆଲା ହାଉସ କୋର୍ଟ
ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ. ଆକବରଙ୍କ ମାନହାନୀ ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଏହି ମାମଲାର ପ୍ରଥମ ଶୁଣାଣି ଆସନ୍ତା ଅକ୍ଟୋବର ୩୧ ତାରିଖରେ ହେବ । ସେଦିନ ହାଜିର ହେବାକୁ ଉଭୟ ଏମ.ଜେ ଆକବର ଓ ସାମ୍ବାଦିକ…