Below header
Browsing Tag

mkcg hospital

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଲଟିଛି ଅସହାୟ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ, ରହୁଛନ୍ତି ୧୨ ଜଣ ଅସହାୟ ବୃଦ୍ଧବୃଦ୍ଧା

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଲଟିଛି ଅସହାୟ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ । କାରଣ ମେଡ଼ିକାଲର ପିଏମଆର କୋଠାର ଚତୁର୍ଥ ମହଲାରେ ଖୋଲିଛି ନିରାଶ୍ରୟ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ୍ବାର୍ଡ଼ । ଏହି ଓ୍ବାର୍ଡ଼ରେ ବର୍ତ୍ତମାନ ରହୁଛନ୍ତି ୧୨ ଜଣ ଅସହାୟ…

ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର(କେନ୍ୟୁଜ) :  ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ବଞ୍ଚିଗଲା ଯୁବକଙ୍କ ଜୀବନ। ଗତ ୯ ତାରିଖରେ ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ ପାଇପ୍‌ ଭର୍ତ୍ତି କରିଦେଇଥିଲେ ଦୁବ୍‌ୃର୍ତ୍ତ। ପରେ ସେହି ପାଇପ୍‌ ଯୋଗେ ପମ୍ପ ଦେଇ ପବନ ଭର୍ତ୍ତି…

ସଫଳ ହେଲା ‘ଅପରେସନ ଦଲାଲ’ : ରୋଗୀ ବେଶରେ ବ୍ରହ୍ମପୁର ବଡ ମେଡିକାଲରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର (କେନ୍ୟୁଜ): ଅପରେସନ୍‌ ଦଲାଲ୍‌। ଧରାପଡିଲେ ୭ଜଣ । ସେମାନଙ୍କୁ ଅଟକ ରଖି ପଚାରାଉଚୁରା କରାଯାଉଛି। ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ବ୍ରହ୍ମପୁର ବଡ ମେଡିକାଲର ବଡ଼ ଗୁମର କଥା। ଭଲ ଚିକିତ୍ସା ଏବଂ ବିନା ଟଙ୍କାରେ ଚିକିତ୍ସିତ ହେବାକୁ ରୋଗୀ…

ବେକରେ ପଶିଗଲା ରଡ, ଦୁଇଘଣ୍ଟା ଧରି ହସପିଟାଲ ବେଡରେ ଛଟପଟ ହେଉଛି ୪ବର୍ଷର ଶିଶୁ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଏମକେସିଜିରେ ଅଭାବନୀୟ ଦୃଶ୍ୟ। ଦୁଇଘଣ୍ଟା ଧରି ହସପିଟାଲ ବେଡରେ ଛଟପଟ ହେଉଛି ୪ବର୍ଷର ଶିଶୁ। ବେକରେ ପଶିଛି ରଡ। ହେଲେ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରିବାକୁ ଆସୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଖଲିକୋଟ ବ୍ଲକ ଖଣ୍ଡଦେଉଳି ଗାଁର ଯାଜ୍ଞସେନୀ…