Browsing Tag

mo bus odisha

ଆଜି ବାହୁଡ଼ା ଯାତ୍ରା ଅବସରରେ ସ୍ବତନ୍ତ୍ର ‘ମୋ ବସ୍’ ସେବା, ଜାଣନ୍ତୁ ଜଣଙ୍କ ପିଛା କେତେ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍) : ଆଜି ବାହୁଡ଼ା ଯାତ୍ରା ଅବସରରେ  ସ୍ବତନ୍ତ୍ର ‘ମୋ ବସ୍’ ସେବା। ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ଚାଲିବ ‘ମୋ ବସ୍’। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ। ଭୁବନେଶ୍ବରରୁ ପୁରୀ ତାଳବଣିଆ…

ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ: ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର,…

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ। ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର, କଣ୍ଡକ୍ଟର । ଏପରିକି ଅନ୍ୟ ଗାଡିର ମୋ ବସ କର୍ମଚାରୀ ବି ମିଶି ରାସ୍ତାରେ ପିଟିଲେ । ମାଷ୍ଟରକ୍ୟାଣ୍ଟିନ ଛକ ବସଷ୍ଟାଣ୍ଡ ପାଖରେ ଯାତ୍ରୀକୁ…

ବାରବାଟୀ ଟି-20 ପାଇଁ ଭୁବନେଶ୍ୱରରୁ କଟକକୁ ସ୍ୱତନ୍ତ୍ର ମୋ ବସ୍ ସେବା, ପ୍ରତି ୧୫ମିନିଟରେ ଗୋଟିଏ ଲେଖାଏଁ ବସ୍ ଚଳାଚଳ

ଭୁବନେଶ୍ୱର(କେନ୍ୟୁଜ):ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ସ୍ୱତନ୍ତ୍ର ମୋ ବସ ସେବା। ଭୁବନେଶ୍ୱରରୁ କଟକକୁ ସ୍ୱତନ୍ତ୍ର ବସ ଚଳାଚଳର ସମୟ ଧାର୍ଯ୍ୟ ହୋଇଛି। ମାଷ୍ଟରକ୍ୟାଣ୍ଟିନରୁ ରସୁଲଗଡ଼ ଦେଇ ମଧ୍ୟାହ୍ନ ୧୨ଟାରୁ ବସ ସେବା ଆରମ୍ଭ ହୋଇଛି। ପ୍ରତି ୧୫ମିନିଟରେ ଗୋଟିଏ ଲେଖାଏଁ ବସ ଚଳାଚଳ କରିବ। ସେହିପରି…

ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌, ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ମିଳିଛି ଅନୁମତି

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌। କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ବାକି ୨୨ଟି ରୁଟ୍‌ରେ ୧୪୪ଟି ବସ୍‌ ଚାଲିବ। ପୂର୍ବରୁ ପର୍ଯ୍ୟାୟକ୍ରମେ ମୋ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ସମସ୍ତ ରୁଟ୍‌ରେ ମୋ ବସ୍‌ ଗଡିବାକୁ…