Browsing Tag

mohana accident

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ ଜଣକ କନ୍ଧମାଳ ଜ଼ିଲ୍ଲା ବୁଡୁସୁଲା…

୧୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଖସିଲା ଅଟୋ, ୧୦ ଆହତ

ମୋହନା(କେନ୍ଯୁଜ୍): ଯାତ୍ରୀବାହୀ ଅଟୋ ଓଲଟି ୧୦ଆହତ। ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଗଡାପଦର ଘାଟିରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ଅପରାହ୍ନରେ ଡାବରାଗୁଡା ଗ୍ରାମ ରୁ ଏକ ଅଟୋ ୧୮ ଜଣ ଯାତ୍ରୀଙ୍କୁ ନେଇ ଶିକୁଳିପଦର ଅଭିମୁଖେ ଯାଉଥିଲା । ସେହି ସମୟରେ ଗଡାପଦର ଘାଟିରେ ଭାରସାମ୍ୟ…

ଗଜପତି: ଜିରାଙ୍ଗ- ନଦୀସାହି ଘାଟିରେ ପିଡିଆ ବୋଝେଇ ଟ୍ରକ ଓଲଟି ୫ ଆହତ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ- ନଦୀସାହି ଘାଟିରେ ଏକ ପିଡିଆ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି l ଉକ୍ତ ଦୁର୍ଘଟଣାରେ ପାଞ୍ଚ ଜଣ ଶ୍ରମିକ ଆହତ ହୋଇଛନ୍ତି l ଟ୍ରକଟି ବ୍ରହ୍ମପୁର ରୁ ତେନ୍ତୁଳୀଖୁଣ୍ଟି ଗ୍ରାମକୁ ଯିବା ବେଳେ ନଦୀସାହି ଘାଟି ରାସ୍ତାରେ…

ମୁହାଁମୁହିଁ ପିଟି ହେଲା ଦୁଇଟି ବାଇକ୍‌: ଦୁର୍ଘଟଣାରେ ୨ମୃତ ଓ ୩ଆହତ

ମୋହନା : ଗଜପତି ଜ଼ିଲ୍ଲା ମୋହନା ଅଡବା ଥାନା ଦାମାଦୁଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଏଥିରେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି l ମୃତକ ମାନେ ହେଲେ ଅଡବା ଥାନା ଦାମାଦୁଆର ସିନୁ ନାୟକ ଏବଂ ଆର.ଉଦୟଗିରି ଛେଳିଗଡ଼ର ରେଗାମସନ ବୀର।…

ମୋହନା: ବାଇକ୍ ପିକଅପ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

ମୋହନା : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ପରିମଳ-ଏନ୍. ଝାଲର ସିଂ ରାସ୍ତାରେ ଏକ ବାଇକ୍ ଏବଂ ବୋଲେରୋ ପିକ୍ଅପ୍ ଭ୍ଯାନ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତକ ହେଲେ ହାତୀକୁଦା ଗ୍ରାମର ସୈଦ୍ରକ ରଇତ(୫୦)। ଘଟଣାରେ ଅନ୍ୟ ଜଣେ ଆରୋହୀ…