Browsing Tag

mohana murder

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ବେକ ଚିପି ହତ୍ୟା କଲା ମଦ୍ୟପ ସ୍ୱାମୀ

ମୋହନା(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ବେକ ମୋଡି ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅଡବା ଥାନା ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ପାଦେର୍ମା ତଲମ୍ବା ସାହିରେ। ମୃତକ ହେଲେ ପଦ୍ମିନୀ ମଳିକ। ଘଟଣାପରେ ହତ୍ୟାକାରୀ ସ୍ୱାମୀ ପ୍ରମୋଦ ମଳିକକୁ…

ମୋହନା କମଳାପୁର ଗାଁରେ ଅଭାବନୀୟ ଘଟଣା: ସାମାନ୍ୟ ବଚସାରୁ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା

ମୋହନା: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା । ମୃତକ ହେଲେ ବିଶ୍ୱନାଥ ନାୟକ । ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ଦାଦା ଭୂଷଣ ନାୟକକୁ ଅଟକ ରଖି ପଚରା…