Browsing Tag

mole

ଶରୀରରେ ଥିବା କଳାଜାଇର ରଙ୍ଗ ବଦଳୁଥିଲେ ହୋଇ ଯାଆନ୍ତୁ ସାବଧାନ

ଶରୀରରେ ଯେକୌଣସି ଅଙ୍ଗରେ କଳାଜାଇ ବାହାରକୁ ଆସିପାରେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କାହିଁକି ହୁଏ । ଶରୀରରେ କୌଣସି କାମ ନଥିବା ବେଳେ ସେମାନେ କାହିଁକି ଶରୀରରେ ଜନ୍ମ ନିଅନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ଜାଇ ରଙ୍ଗ ଏବଂ ଆକାରରେ ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନ ହୋଇପାରେ ।…

ଶରୀରରେ ଏହି ଅଙ୍ଗରେ ଥିବା କଳାଜାଇ ହୋଇଥାଏ ବହୁତ ଶୁଭ, ସବର୍ଦା ରହିଥାନ୍ତି ସଫଳତାର ଶୀର୍ଷରେ

ସମସ୍ତଙ୍କ ଶରୀରରେ କଳାଜାଇ ଥାଏ। କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ ବୋଲି ମାନ୍ୟତା ରହିଛି। ସେହିଭଳି ହସ୍ତରେଖା ବିଜ୍ଞାନରେ କିଛି କଳାଜାଇକୁ ଅଶୁଭ ଏବଂ କଷ୍ଟକାରୀ ବୋଲି ଧରାଯାଇଛି। କିନ୍ତୁ ଯଦି ଆପଣଙ୍କର ଏହି ଖାସ୍‌ ଅଙ୍ଗରେ…