Below header
Browsing Tag

money landering case

ମନି ଲଣ୍ଡରିଂ: ବଢ଼ିଲା ନିଲମ୍ବିତ IAS ପୂଜା ସିଂଘଲଙ୍କ ସମସ୍ୟା, ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଝାଡ଼ଖଣ୍ଡ କ୍ୟାଡରର ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟ୍‌କା ମିଳିଛି । ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଏହା ଏକ ଅସାଧାରଣ ମାମଲା ବୋଲି କହିଛନ୍ତି । ନ୍ୟୁଜ ଏଜେନ୍ସିର ରିପୋର୍ଟ ମୁତାବକ, ଜଷ୍ଟିସ ସଞ୍ଜୀବ…

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ହରକ ସିଂ ରାଓ୍ଵତଙ୍କ ଘରେ ଚଢଉ, ୧୨ ଟି ସ୍ଥାନରେ ଇଡିର ଆକ୍ସନ

ଉତ୍ତରାଖଣ୍ଡର ପୂର୍ବ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂ ରାଓ୍ଵତ ଏବଂ ଅନ୍ୟ କେତେକ ନେତାଙ୍କ ଠିକଣାରେ ଇଡିର ଚଢଉ । ମନି ଲଣ୍ଡ୍ରିଂ ମାମଲାରେ ରେଡ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ଏନସିଆରରେ ୧୨ରୁ ଅଧିକ ସ୍ଥାନରେ ହେଉଛି । ଏହି ମାମଲାରେ ଇଡି ଦିଲ୍ଲୀ, ଚଣ୍ଡୀଗଡ, ଉତ୍ତରାଖଣ୍ଡରେ…

ଇଡି ଟାର୍ଗେଟରେ ଆପ୍‌, କେଜ୍ରିଓ୍ଵାଲଙ୍କ ସଚିବ ସମେତ ଆପ୍‌ ନେତାଙ୍କ ୧୦ଟି ସ୍ଥାନ ଚଢଉ

ଦିଲ୍ଲୀ ସକାଳୁସକାଳୁ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଇଡି ମନି ଲଣ୍ଡ୍ରିଂ ମାମଲାର ଯାଞ୍ଚ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସଚିବ ଏବଂ ଆପ୍‌ ସହିତ ଜଡିତ କିଛି ଲୋକଙ୍କ ଘରେ ଚଢଉ କରିଛି । ସକାଳୁ ସକାଳୁ ଇଡି ଏମାନଙ୍କ ଘରେ ପହଞ୍ଚି ଚଢଉ ଜାରି ରଖିଛି । ତେବେ…

ସତ୍ୟେନ୍ଦ୍ର ଜୈନଙ୍କୁ ଲାଗିଲା ବଡ ଝଟକା, ମନି ଲଣ୍ଡ୍ରିଂ ମାମଲାରେ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ବନ୍ଦୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି । ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ ଦିନେଶ କୁମାର ଶର୍ମାଙ୍କ ବେଞ୍ଚ ସତ୍ୟେନ୍ଦ୍ର ଜୈନ, ଅଙ୍କୁଶ ଜୈନ ଏବଂ ବୈଭବ ଜୈନଙ୍କ ଜାମିନ ଆବେଦନକୁ ଖାରଜ…

ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ EDର ସମନ; ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଢ଼ିପାରେ ଅଡ଼ୁଆ

ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କ ଅଡ଼ୁଆ ବଢ଼ିପାରେ। ଇଡି ତାଙ୍କୁ ସମନ କରିଛି। ଏହା ପୂର୍ବରୁ ଅନେକ ତେଲୁଗୁ ଚଳଚ୍ଚିତ୍ର ଅଭିନେତାଙ୍କୁ ମଧ୍ୟ ଇଡି ପଚରାଉଚରା କରି ସାରିଛି। ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ରାକୁଲଙ୍କୁ ୧୯ ଡିସେମ୍ବରରେ ହାଜର…

କଳାଧନ ବଳୟରେ ବୈଜୟନ୍ତ ଓ ଜଗି: ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ବାହାମାସ୍‌ରେ କଳାଧନକୁ କରାଯାଇଛି ଧଳା

ଭୁବନେଶ୍ବର : ବାହାମାସ-ବ୍ଲାକମନି- ଲଣ୍ଡରିଂ। କଳାଧନ ବଳୟରେ ବୈଜୟନ୍ତ ଓ ଜଗି। ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡ଼ୁଛି କଳାଧନ ଭାରତରେ ସୃଷ୍ଟି ହୋଇଛି। ଓଡ଼ିଶା ଭିତରେ ବି ହୋଇଥାଇପାରେ। ମନି ଲଣ୍ଡରିଂ ମାଧ୍ୟମରେ କଳାଧନ ଭାରତ ଭିତରକୁ ଅଣାଯାଇଛି।…

ଜେଲ ଫେରନ୍ତା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଏପରି ସ୍ୱାଗତ କଲେ ଦଳୀୟ କର୍ମୀ, ଯାହା ଦେଖିଲେ ଆପଣ ବି ହୋଇଯିବେ…

ବେଙ୍ଗାଲୁରୁ: ମନି ଲଣ୍ଡ୍ରିଂ ମାମଲାରେ ଜାମିନ ପାଇଥିବା କଂଗ୍ରେସ ନେତା ଡିକେ ଶିବକୁମାର ବେଙ୍ଗାଲୁରୁ ଫେରିଛନ୍ତି। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଶିବ କୁମାରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ସ୍ୱାଗତ ସମାରୋହରେ ସାମିଲ୍ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ…