Browsing Tag

monkey

ଅଜଗର ମୁହଁରେ ମାଙ୍କଡ଼! ସାଥୀକୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି ମାଙ୍କଡ଼ ଦଳ, ଦେଖନ୍ତୁ ଭାଇରାଲ ଭିଡିଓ

ଥାଇଲାଣ୍ଡର ଥାଇ ନ୍ୟାଶନାଲ ପାର୍କରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଠାରେ ଏକ ବିରାଟ ଅଜଗର ଏକ ମାଙ୍କଡ଼କୁ ନିଜ ଅକ୍ତିଆରକୁ ନେଇଯାଇଛି। ଏହାପରେ ସେଠାରେ ଉପସ୍ଥିତ ୧୦ରୁ ଅଧିକ ମାଙ୍କଡ଼ ନିଜ ସାଥୀ ମାଙ୍କଡ଼କୁ ବଞ୍ଚେଇବା ପାଇଁ…

କାରାବିୟନ୍‌ର ଏହି ଅଦ୍ଭୁତ ଦ୍ୱୀପ, ଯେଉଁଠି ମଦ ପିଇ ମାତାଲ ହୁଅନ୍ତି ‘ମାଙ୍କଡ଼’

କାରାବିୟନରେ ‘ସେଣ୍ଟ୍‌ କିଟ୍ସ’ ନାମରେ ରହିଛି ଏକ ଅଦ୍ଭୁତ ଦ୍ୱୀପ, ଯେଉଁଠି ୨,୦୦୦ ମାଙ୍କଡ଼ ଖୁସିରେ ଜୀବନ ବିତାଉଛନ୍ତି। କିନ୍ତୁ ଆପଣ ଏହା ଶୁଣି ଆଶ୍ଚଯ୍ୟର୍ ହେବେ ଯେ ଏଠାରେ ଏହି ମାଙ୍କଡ଼ମାନେ ମଦ ପିଇଥାଆନ୍ତି। କଥାଟି ହେଲା, ଏଠାକୁ ବୁଲିବାକୁ ଆସୁଥିବା ପଯ୍ୟର୍ଟକ ମଦ ପିଇ ବେତାଲ ଫିଙ୍ଗି…

ଦୀର୍ଘ ୩୦ ବର୍ଷର ବନ୍ଧୁତା, କୃପାସିନ୍ଧୁଙ୍କ ସକାଳ ଓ ସନ୍ଧ୍ୟା କଟେ ମାଙ୍କଡଙ୍କ ମେଳରେ

ନିଆରା ବନ୍ଧୁତ୍ୱ । କେବେ ମଣିଷ ମଣିଷ ଭିତରେ ତ ଆଉ କେବେ ମଣିଷ ଓ ପଶୁଙ୍କ ମଧ୍ୟରେ । ଏମିତି ଏକ ବନ୍ଧୁତ୍ୱ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବେଣୁପୁର ଗାଁରେ । ଗାଁର କୃପାସିନ୍ଧୁ ମାଟି ଦୀର୍ଘ ୩୦ ବର୍ଷ ହେବ ମାଙ୍କଡ଼ଙ୍କ ସହ ବନ୍ଧୁତା କରି ରହିଛନ୍ତି ଚର୍ଚ୍ଚାରେ । ବୟସ ଆସି ୬୦ ଛୁଇଁଲାଣି ।…