Browsing Tag

moon controls

ମନକୁ କଣ୍ଟ୍ରୋଲ କରେ ଚନ୍ଦ୍ର, ଜାଣନ୍ତୁ କେମିତି କରିବେ ଚନ୍ଦ୍ରଙ୍କୁ ବଳବାନ, ସର୍ବତ୍ର ହେବେ ବିଜୟ

କଥାରେ ଅଛି ମନର ମୂଳେ ଏ ଜଗତ । ମନ ଖରାପ ହେଲେ ସବୁ କିଛି ଖରାପ ଲାଗିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନ ର ଅଧିପତି ଗ୍ରହ ହେଉଛନ୍ତି ଚନ୍ଦ୍ରମା । ତେଣୁ ଚନ୍ଦ୍ରଙ୍କୁ ମନ କାରକ ଗ୍ରହ ବୋଲି କୁହାଯାଏ । ଯେତେବେଳେ ଚନ୍ଦ୍ର ବିଗିଡ଼ି ଯାଆନ୍ତି ମନ ଖରାପ ହୋଇଯାଏ । ଖାଲି ସେତିକି ନୁହେଁ ଯଦି…