Below header
Browsing Tag

moringa

ଓମିକ୍ରନ ଆଶଙ୍କାକୁ ଦୂର କରିଥାଏ ସଜନା! ଇମ୍ୟୁନିଟି ବଢ଼ାଇବା ସହିତ ହାର୍ଟ ଓ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ବେଶ୍…

ସଜନା ଶାଗରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଅନେକ ଆୟୁର୍ବେଦିକ ଔଷଧରେ ଏହାର ପତ୍ର, ଫୁଲ ଏବଂ ଫଳ ବ୍ୟବହୃତ ହୋଇଥାଏ। ସଜନାକୁ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ସ୍ୱାସ୍ଥ୍ୟକର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଫାଇଦାଗୁଡ଼ିକୁ ଦୃଷ୍ଟିରେ ରଖି ଏହାକୁ ‘ସର୍ଭାଇଭାଲ ଫୁଡ୍’ ମଧ୍ୟ…