ପାକିସ୍ତାନରେ ପୁଣି ବିସ୍ଫୋରଣ, ମସଜିଦରେ ନମାଜ ପଢୁଥିବା ବେଳେ ବ୍ଲାଷ୍ଟ ହୋଇ ୪ ଆହତ
ପାକିସ୍ତାନର ଖୈବର ସ୍ଥିତ ଦକ୍ଷିଣ ୱାଜିରିସ୍ତାନର ଆଜମ ବର୍ସାକ ବଜାରରେ ଥିବା ଏକ ମସଜିଦରେ ବିସ୍ଫୋରଣ ହୋଇଛି । ଶୁକ୍ରବାର ଦିନ ନମାଜ ଚାଲିଥିବା ବେଳେ ବୋମା ବିସ୍ଫୋରଣ ହେବା ଯୋଗୁଁ ଜଣେ ବରିଷ୍ଠ ମୌଲବୀଙ୍କ ସହିତ ୪ ଜଣ ଆହତ ହୋଇଛନ୍ତି । ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ…