ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍ ମଧ୍ୟରେ MOU ସ୍ୱାକ୍ଷରିତ
ନୂଆଦିଲ୍ଲୀ: ଇସ୍ରୋ ଓ ଭିସୁଟ୍ ମଧ୍ୟରେ MOU ସ୍ୱାକ୍ଷରିତ । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଅନ୍ଲାଇନ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି MOU । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍…