Browsing Tag

mukul roy

ମୁକୁଳ ରାୟଙ୍କ ଘର ବାହୁଡ଼ା, ବିଜେପି ଛାଡ଼ି ପୁଣି ମିଶିଲେ ଟିଏମ୍‌ସିରେ

କୋଲକାତା : ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଛାଡ଼ି ବିଜେପିକୁ ଯାଇଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ମମତ ବାନାର୍ଜୀଙ୍କ ଉପସ୍ଥିତିରେ ପୁଅ ଶୁଭ୍ରଂଶୁ ରାୟଙ୍କ ସହ ସେ ଦଳକୁ ଫେରିଛନ୍ତି । ଟିଏମ୍‌ସିକୁ ଫେରିବା ପରେ ରାୟ କହିଛନ୍ତି,…

ବିଧାନସଭା ନିର୍ବାଚନ ହାରିବା ପରେ ପୁଣି ବିଜେପିକୁ ଝଟକା, ପୁଣି ଥରେ ଟିଏମସିରେ ଯୋଗ ଦେବେ ମୁକୁଲ ରୟ

ବିଧାନସଭା ନିର୍ବାଚନରେ ହାରିଯିବା ପରେ ବିଜେପିକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ବାସ୍ତବରେ ବିଜେପିର ବଡ ନେତା ମୁକୁଲ ରୟଙ୍କ ଏବେ ଘର ବାହୁଡା ହେବାକୁ ଯାଉଛି । ଅର୍ଥାତ ପୁଣିଥରେ ଟିଏମସିକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ମୁକୁଲ ରୟ । ଆଜି ଅପରାହ୍ନରେ ତାଙ୍କ ପୁଅ ସୁଭ୍ରାଂଶୁ ସହ…