Browsing Tag

murder in jajpur

ଯାଜପୁର ଚଷାଖଣ୍ଡ ଗାଁରେ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ: ମାରଣାସ୍ତ୍ର ଆକ୍ରମଣରେ ଜଣେ ମୃତ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ। ମାରଣାସ୍ତ୍ର ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ସ୍ଥାନୀୟ ଗ୍ରାମର ଧୀରେନ୍ଦ୍ର ଜେନା। ସୂଚନା ଅନୁଯାୟୀ କିଛିଦିନ ତଳେ ମାଛ ଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳର…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, କଟୁରୀ ଚୋଟରେ ଗଲା ଜଣଙ୍କ ଜୀବନ

ଯାଜପୁର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଯାଜପୁର ଥାନା ବୃନ୍ଦାବନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। କଟୁରୀ ଚୋଟରେ ପ୍ରକାଶ ଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଛି। ଗାଁକୁ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା ପାଇଁ ଆସିଥିଲା। ଏହାକୁ ନେଇ ପ୍ରକାଶ ଓ ଦେବ ମଲ୍ଲିକଙ୍କ ମଧ୍ୟରେ…

ଯାଜପୁର: ବାଲିଚନ୍ଦ୍ରପୁର ଥାନା ବନମାଳିପୁରରେ ବିଭତ୍ସ ହତ୍ୟାକାଣ୍ଡ, ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପରୁ (କେନ୍ୟୁଜ): ଯାଜପୁର ଜିଲ୍ଲା ବାଲଚିନ୍ଦ୍ରପୁର ଥାନା ବନମାଳିପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ସେହି ଗାଁର ଉତ୍ସବ ସେଠୀ । ଆଜି ସଂଧ୍ୟାରେ ଗାଁ ନିକଟ ନଦୀବନ୍ଧ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଉତ୍ସବଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳଥିଲା । ପାଖରେ ତାଙ୍କ…

ଯାଜପୁର ନୂଆଗାଁ ଅଂଚଳରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯାଜପୁର ଟାଉନ : ଯାଜପୁର ଟାଉନ ଥାନା ରାମମନ୍ଦୀର ନୂଆଗାଁ ଅଂଚଳରେ ବଧୂହତ୍ୟା ଅଭିଯୋଗ । ମୃତକ ହେଲେ ଦିପ୍ତରଂଜନ ପାତ୍ରଙ୍କ ପତ୍ନୀ ଜ୍ୟୋତିରାଣୀ । ଜ୍ୟୋତିରାଣୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା ।  ଅଧିକ ଯୌତୁକ ପାଇଁ…

ଯାଜପୁର ଜଳେଶ୍ୱରପୁର ଗାଁରେ ଅଘଟଣ: କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ) : କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜଳେଶ୍ୱରପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ଏହି ଥାନା ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ଭରତ ମଲିକଙ୍କ ପୁଅ ଜଗନ। ଜଗନ କିଛି ଦିନ ହେବ ଜଳେଶ୍ୱରପୁର…