Below header
Browsing Tag

murder in sambalpur

ରୋଗୀଙ୍କ ସମ୍ପର୍କୀୟଙ୍କୁ ଜୀବନରୁ ମାରିଦେଲେ ଦୁର୍ବୃତ୍ତ, ଶୌଚ ପାଇଁ ଯାଉଥିବାବେଳେ ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟା !

ସମ୍ବଲପୁର(କେନ୍ୟୁଜ୍): ବୁର୍ଲାରେ ଯୁବକଙ୍କୁ ହତ୍ୟା। ଗୌଡ଼ପାଲି ପାୱାର କେନାଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଶୌଚ ପାଇଁ ଯାଉଥିବା ସମୟରେ ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭୀମସାରକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ପୁଅକୁ ମାରଣାସ୍ତ୍ରରେ ହତ୍ୟା…

ପରକୀୟାପ୍ରୀତିରୁ ହତ୍ୟାକାଣ୍ଡ: ଯୁବକଙ୍କୁ ଘର ଭିତରେ ପୂରାଇ ଭୁଜାଲିରେ ହାଣିଲେ ସ୍ୱାମୀ ଓ ସ୍ତ୍ରୀ

ସସମ୍ବଲପୁର(କେନ୍ଯୁଜ୍): ପରକୀୟାପ୍ରୀତିରୁ ହତ୍ୟାକାଣ୍ଡ। ସସମ୍ବଲପୁର ଧନୁପାଲି ଥାନା ଗୋବିନ୍ଦତୋଲା ଅ଼ଞ୍ଚଳରେ ନିର୍ମମ ହତ୍ୟାାକାଣ୍ଡ। ମୃତକ ଜଣକ ଦୀପକ ଯାଦବ। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଯୁବକଙ୍କୁ ଘର ଭିତରେ ପୂରାଇ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ…

ଦିନ ଦ୍ୱିପହରରେ ବୀଭତ୍ସ ହତ୍ୟା, ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମୃତ

କେନ୍ୟୁଜ୍(ବ୍ୟୁରୋ):  ଦିନ ଦ୍ୱିପହରରେ ବୀଭତ୍ସ ହତ୍ୟା। ଦୁର୍ବୃତ୍ତଙ୍କ ଆକ୍ରମଣରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମୃତ। ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ଧ୍ରୁବ ନାଏକ ମୃତ। ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତ ତାଙ୍କ ଘରେ ପଶି ହତ୍ୟା କରିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଘରେ…

ପାରିବାରିକ କଳହର କରୁଣ ପରିଣତି, ବଡଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି। ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ। ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଘଟଣ। ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଜାମୁଯୋରୀ ଗ୍ରାମରେ ଘରୋଇ କଳିକୁ ନେଇ ଗତକାଲି ରାତି ପ୍ରାୟ ୯.୩୦ରେ ବାଇକ ଯୋଗେ ଘରକୁ…

ବାପା ହତ୍ୟାର ପ୍ରତିଶୋଧ ନେଲା ପୁଅ, ଦିନ ୧୧ଟାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯୁବକଙ୍କୁ

ସମ୍ବଲପୁର : ହତ୍ୟା ବଦଳରେ ହୋଇଛି ହତ୍ୟା। ଦୀର୍ଘ ୧୭ ବର୍ଷ ପରେ ପିତା ହତ୍ୟାର ପ୍ରତିଶୋଧ ନେଲା ପୁଅ । ଦିନ ଦ୍ୱିପହରରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା । ସମ୍ବଲପୁର ସହରର ମହାନଦୀ କୂଳ ହାଟପଡାରେ ଘଟିଛି ଏହି ହତ୍ୟାକାଣ୍ଡ। ୨୦୦୩ ମସିହାରେ ଟିମା ବାଗ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ…

ସମ୍ବଲପୁର ତାଳବଣିଆ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର: ଗାଁ ଦାଣ୍ଡରେ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସେଲେଭେଟା ପଞ୍ଚାୟତ ତାଳବଣିଆ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତକ ଦୁଷ୍ମନ୍ତ ଦେହୁରୀ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ମଦ ପିଇ ଲୋକଙ୍କୁ ଗଳିଗୁଲଜ କରିଥାଏ। ଏନେଇ ଗାଁର…

ସମ୍ବଲପୁର ଶଙ୍କରମାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣା, କଟାମୁଣ୍ଡା ଧରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ

ସମ୍ବଲପୁର(କେନ୍ୟୁଜ୍) : କଟାମୁଣ୍ଡା ଧରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ। ଉଜ୍ୱଳ ଗାଁର ସତ୍ୟନାରାୟଣ ମୁଣ୍ଡାଙ୍କୁ ଶୋଇଥିବା ଅବସ୍ଥାରେ ସଂପର୍କୀୟ ଭାଇ ହାଣିଦେଲା । ଏହି ବିଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଲେଇମାଲ ଗାଁରେ ଘଟିଛି। ହତ୍ୟାକାଣ୍ଡର ଅଭିଯୁକ୍ତ…