Below header

ପରକୀୟାପ୍ରୀତିରୁ ହତ୍ୟାକାଣ୍ଡ: ଯୁବକଙ୍କୁ ଘର ଭିତରେ ପୂରାଇ ଭୁଜାଲିରେ ହାଣିଲେ ସ୍ୱାମୀ ଓ ସ୍ତ୍ରୀ

ସସମ୍ବଲପୁର(କେନ୍ଯୁଜ୍): ପରକୀୟାପ୍ରୀତିରୁ ହତ୍ୟାକାଣ୍ଡ। ସସମ୍ବଲପୁର ଧନୁପାଲି ଥାନା ଗୋବିନ୍ଦତୋଲା ଅ଼ଞ୍ଚଳରେ ନିର୍ମମ ହତ୍ୟାାକାଣ୍ଡ। ମୃତକ ଜଣକ ଦୀପକ ଯାଦବ।

ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଯୁବକଙ୍କୁ ଘର ଭିତରେ ପୂରାଇ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.