ଜସ୍ମିନଙ୍କ ଫଟୋରେ ନିଆଁ ଲଗାଇଦେଲେ ଅଲ୍ଲୀ, କହିଲେ ’ଦିଲ୍ ତେରା ଭି ଟୁଟେଗା’
ଅଲ୍ଲୀ ଗୋନୀ ଏବଂ ଜସ୍ମିନ ଭାସିନଙ୍କ ସଂପର୍କ କାହାକୁ ଅଛପା ନାହିଁ । ଦୁହେଁ ପରସ୍ପରକୁ ବହୁତ ଭଲପାଆନ୍ତି । ଦୁହେଁ କିଛି ବର୍ଷ ହେଲାଣି ଲିଭ-ଇନ୍-ରିଲେସନରେ ରହିଛନ୍ତି । ଏହାରି ମଧ୍ୟରେ ଏମାନଙ୍କର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁ ପୋଷ୍ଟରରେ ଅଲ୍ଲୀ ରାଗରେ ଜସ୍ମିନଙ୍କ…