ଧାନ ଫସଲ ଅମଳ ପରେ ପଡ଼ିଆ ଜମିରେ ସୋରିଷ ଚାଷ କରି ଭଲ ଦି ପଇସା ରୋଜଗାର କରିବା ଆଶାରେ ଚାଷୀ
ଶୀତର କୁହୁଡ଼ି ଛାଡ଼ିବା କ୍ଷଣି ଚାଷୀ ତାର ଜମିକୁ ଦେଖି ଖୁସି ହୋଇ ଯାଉଛି । ଖରିଫ୍ ଧାନ ଫସଲ ଅମଳ କରି ସାରିବା ପରେ ପଡ଼ିଆ ପଡ଼ି ଥିବା ଜମିରେ ପୁଣି ଚାଷ କରି ଭଲ ଦି ପଇସା ରୋଜଗାର କରିବା ଆଶାରେ ଏବେ ଲାଗି ପଡିଛନ୍ତି ଚାଷୀ । ଖାଲି ପଡ଼ିଥିବା ଜମିରେ ସୋରିଷ, କୋଳଥ ଚାଷ କରି ଅଧିକ ରୋଜଗାର…